ମହାପ୍ରଭୁଙ୍କର ଅର୍ଥକୁ ଲୁଟ କରିବା ପାଇଁ ହୋଇଥିବା ଷଡଯନ୍ତ୍ରର ପର୍ଦ୍ଦାଫାଶ ହେଉ: ବିଜେପି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡିଶାବାସୀଙ୍କୁ ବାରମ୍ବାର ପ୍ରବଂଛନା ଓ ଅପମାନିତ କରିଥିବା ରାଜ୍ୟ ସରକାର ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ବି ଦୁର୍ଦ୍ଦିନରେ ପକାଇବାକୁ ମଧ୍ୟ ପଛାଇନାହାନ୍ତି । ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଦିନଠୁ ରାଜ୍ୟ ସରକାରଙ୍କ ଆନ୍ତରିକତା ଓ ନିଷ୍ଠା ନଥିବା ସ୍ପଷ୍ଟ …