ଘୁଙ୍ଗୁଡ଼ି ନେଇ ଚିନ୍ତିତ କି? ଆପଣାନ୍ତୁ ଏହି ଉପାୟ ଛୁମନ୍ତର ହୋଇଯିବ ଏହି ସମସ୍ୟା
ଜୀବନସାଥୀ ପାଇଁ ଆପଣଙ୍କର ଭଲପାଇବା ସେତେବେଳେ ନଷ୍ଟ ହୋଇଯାଏ , ଯେତେବେଳେ ସେ ଶୋଇବା ସମୟରେ ଜୋରରେ ଘୁଙ୍ଗୁଡ଼ି ମାରିବାକୁ ଲାଗନ୍ତି। ଦିନ ସାରାର ଥକାପଣ , ଖରାପ ଖାଦ୍ୟପେୟ , ମେଦବହୁଳତା , ରକ୍ତଚାପ , ମଦ୍ୟପାନ ଆଦି ଘୁଙ୍ଗୁଡ଼ିର କାରଣ ହୋଇଥାଏ। ସମସ୍ୟାଟି ଘୁଙ୍ଗୁଡ଼ି ମାରୁଥିବା…