ଅଙ୍ଗଦାନ ମାଧ୍ୟମରେ ଜଣେ ବ୍ୟକ୍ତି ଆଠଟି ଜୀବନ ରକ୍ଷା କରିପାରିବ: କିମସ୍ ବିଶେଷଜ୍ଞ
ଭୁବନେଶ୍ୱର, ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗୋଟିଏ ବ୍ୟକ୍ତି ଅଙ୍ଗ ଦାନକଲେ ଅତିକମ୍ରେ ଆଠଟି ଜୀବନ ରକ୍ଷା ହୋଇପାରିବ ବୋଲି କିମସ ନେଫ୍ରୋଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର ଡ. ନିକୁଞ୍ଜ କିଶୋର ରାଉତ କହିଛନ୍ତି। ଅଗଷ୍ଟ ୧୩ ତାରିଖ ବିଶ୍ୱ ଅଙ୍ଗଦାନ ଦିବସ ପାଳନ ଅବସରରେ ଡା ରାଉତ କହିଛନ୍ତି…