Browsing Tag

World AIDS day

ବିଶ୍ୱ ଏଡସ ଦିବସ

ପ୍ରତି ବର୍ଷ ଡିସେମ୍ବର ୧ ତାରିଖରେ ସମଗ୍ର ବିଶ୍ୱରେ ପାଳିତ ହୁଏ ଏଡ୍ସ ଦିବସ । ଏଚ୍‌ଆଇଭି ସଂକ୍ରମଣର ଶିକାର ବ୍ୟକ୍ତି ଏବଂ ଏଡ୍ସ ଯୋଗୁ ଜୀବନ ହରାଇଥିବା ଲୋକଙ୍କୁ ସମର୍ଥନ କରିବା ଏହି ଦିବସର ଉଦ୍ଦେଶ୍ୟ । ଚଳିତ ବର୍ଷ ବିଶ୍ୱ ଏଡ୍ସ ଦିବସର ବିଷୟ ରହିଛି ‘ଅସମାନତା ସମାପ୍ତ କର । ଏଡ୍ସ ସମାପ୍ତ…