ସଞ୍ଜୟ ଦାସବର୍ମାଙ୍କ ଅଧ୍ୟକ୍ଷତାରେ ରଘୁନାଥପୁର ବ୍ଲକରେ କର୍ମୀ ସମ୍ବିଳନୀ ସହ ମିଶ୍ରଣ ପର୍ଵ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ଅଧ୍ୟକ୍ଷତାରେ ରଘୁନାଥପୁର ବ୍ଲକରେ କର୍ମୀ ସମ୍ବିଳନୀ ସହ ମିଶ୍ରଣ ପର୍ଵ ଅନୁଷ୍ଠିତ ହୋଇଯାଇଛି । ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ରଘୁନାଥପୁର ବ୍ଲକର ଏରଡଙ୍ଗା, ପୁରୁଣା ବସନ୍ତ ପଞ୍ଚାୟତରେ ବିଜୁ ଜନତା ଦଳର…