ୱାର୍କ ଫ୍ରମ୍ ହୋମ୍ ପାଇଁ ନୂଆ ନିୟମ ଜାରି
ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ୱାର୍କ ଫ୍ରମ୍ ହୋମ୍ ପାଇଁ ନୂଆ ନିୟମ ଜାରି କରାଯାଇଛି । ୱାର୍କ ଫ୍ରମ୍ ହୋମ୍ ନୂଆ ନିୟମ ୪୩(ଏ)- ୨୦୦୬ ଅନୁଯାୟୀ ଆର୍ଥିକ କ୍ଷେତ୍ରରେ ଘରୁ କାମ କରିବାର ଅନୁମତି (ୱାର୍କ ଫ୍ରମ୍ ହୋମ୍) ସର୍ବାଧିକ ଏକ ବର୍ଷ ପାଇଁ ରହିବ ଏବଂ ଏହା ମୋଟ ଶ୍ରମିକ ମାନଙ୍କର ୫୦…