ମହିଳା ସଂରକ୍ଷଣ ବିଲ୍ ପାଇଁ ଲଢେଇ ଜାରି ରହିବ- ମୁଖ୍ୟମନ୍ତ୍ରୀ
(ଓଡିଶା ଫାଷ୍ଟ ବ୍ୟୁରୋ): ମହିଳାମାନେ ସଶକ୍ତ ଓ ସ୍ବାବଲମ୍ବୀ ହେଲେ ରାଜ୍ୟ ଆଗକୁ ବଢ଼ିବ, ଦେଶର ବିକାଶ ହେବ। ସବୁ କ୍ଷେତ୍ରରେ ମହିଳାଙ୍କ ଭାଗିଦାରୀ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର କାମ କରୁଛନ୍ତି। ମହିଳା ସଶକ୍ତିକରଣରେ ବିଜେଡି ବିଶ୍ବାସ କରେ ଏବଂ ଏଥିପାଇଁ ଆମେ କେନ୍ଦ୍ର ସରକାରଙ୍କ…