ବସରେ ମହିଳା ସିଟ୍ ରେ ପୁରୁଷ ବସିଲେ ଜୋରାମାନା
ଓଡିଶା ଫାଷ୍ଟ( ବ୍ୟୁରୋ): ମହିଳା ମାନେ ବସରେ ଯିବା ଆସିବା ବେଳେ ବିଭିନ୍ନ ସମୟରେ ଦୁର୍ବ୍ୟବହାରର ଶିକାର ହେଉଥିବା ଅଭିଯୋଗ ଆସିଛି। ଜାଣିଶୁଣି କିଛି ବ୍ୟକ୍ତି ଆପତ୍ତି ଜମକ ସ୍ଥାନରେ ଛୁଇଁବାକୁ ଚେଷ୍ଟା କରୁଥିବା ବେଳେ ଲୁଟର ମଘଧ୍ୟ ଶିକାର ହୋଇଥାନ୍ତି। ତେଣୁ ସେମାନଙ୍କ ସୁରକ୍ଷା ପାଇଁ…