Browsing Tag

with a camera and a chip attached to its leg

ପାରାଦୀପର ସମୁଦ୍ର ମଝିରୁ ଗୁପ୍ତଚର ପାରା ଉଦ୍ଧାର, ଗୋଡରେ ଲାଗିଛି କ୍ୟାମେରା ଓ ଚିପ୍

ସମୁଦ୍ର ମଝିରୁ ଗୁପ୍ତଚର ପାରା ଉଦ୍ଧାର। ପାରା ଗୋଡରେ ଲାଗିଛି କ୍ୟାମେରା ଓ ଚିପ୍। ପାରା ଡେଣାରେ ଏକ ଅଜଣା ବିଦେଶୀ ଭାଷାରେ ଲେଖାକୁ ନେଇ ସନ୍ଦେହ ଦେଖା ଦେଇଛି। ଘଟଣାରୁ ଜଣା ପଡିଛି ଯେ ସମୁଦ୍ର ମଧ୍ୟକୁ ଯାଇଥିବା ସାରଥୀ ନାମକ ଏକ ବୋଟ୍ ଫିସିଙ୍ଗ୍ ପାଇଁ ଯାଇଥିବା ବେଳେ କୋଣାର୍କ ପାଖରୁ ପ୍ରାୟ…