ରାଜ୍ୟରେ ପ୍ରବେଶ କଲା ପହିଲି ଶୀତ
ରାଜ୍ୟରେ ପ୍ରବେଶ କରିଛି ପହିଲି ଶୀତ । ଯାହାର ପ୍ରଥମ ପ୍ରଭାବ କନ୍ଧମାଳରେ ଅନୁଭୂତ ହୋଇଛି । କାକର ଭିଜା ଶୀତୁଆ ସକାଳର ମଜା ନେଉଛନ୍ତି ସହର ବାସୀ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଦାରିଙ୍ଗବାଡ଼ି, ରାଇକିଆ, ବେଲଘର ଆଦି ଅଞ୍ଚଳରେ କୁହୁଡି ସାଙ୍ଗକୁ ଶୀତ ଅନୁଭୂତ ହେଉଛି । ସକାଳୁ ସକାଳୁ ଯୁବକ ଓ…