ବାତ୍ୟା ବୁଲବୁଲ ପ୍ରଭାବରେ ୮୦ ରୁ ୯୦ କିମି ବେଗରେ ବହିବ ପବନ । ୮ତାରିଖରୁ ପ୍ରବଳ ବର୍ଷିବ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାତ୍ୟା ବୁଲବୁଲ ଓଡ଼ିଶାରେ ଲାଣ୍ଡଫଲ କରୁନଥିଲେ ମଧ୍ୟ ଏହାର ପ୍ରଭାବ ଓଡ଼ିଶାରେ ପରିଲକ୍ଷିତ ହେବ । ବାତ୍ୟା ବୁଲବୁଲ ପଶ୍ଚିମବଙ୍ଗ ଯିବା ସମୟରେ ଉପକୂଳ ଓଡିଶାରେ ୮୦ ରୁ ୯୦ କିଲୋମିଟର ବେଗରେ ପବନ ବହିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି ।
ପାଣିପାଗ କେନ୍ଦ୍ର…