କାହିଁକି ସାର ବଦଳରେ ବସ ଡାକିବାକୁ କହିଲେ ରେଳମନ୍ତ୍ରୀ ଆଶ୍ୱିନୀ ବୈଷ୍ଣବ, ଦେଖନ୍ତୁ ଭିଡ଼ିଓ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜଣେ ରେଳବାଇ ଇଂଜିନିୟରଙ୍କୁ ରେଳମନ୍ତ୍ରୀ ସାର ନୁହେଁ ବରଂ ତାଙ୍କୁ ବସ ଡାକିବାକୁ କହୁଥିବା ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରି ବୁଲୁଛି । କଥାଟି ଟିକେ ଅଜବ ଲାଗୁଥିଲେ ମଧ୍ୟ ସତ । ପ୍ରକୃତରେ କଥାଟି ଥିଲା କିଛି ଏହିପ୍ରକାର ର, ରେଳ ବିଭାଗର ଜଣେ…