କାହିଁକି ବଢୁଛି କପଲ୍ସଙ୍କ ମଧ୍ୟରେ “ରିଲେସନସିପ ଡିପ୍ରେସନ ” ? ଏହା ପଛର କାରଣ ଓ ଏହାର ନିରାକରଣ କିଭଳି…
ଯେତେବେଳେ ୨ଜଣ ବ୍ୟକ୍ତି ପ୍ରେମର ବନ୍ଧନରେ ବାନ୍ଧି ହୋଇ ସମ୍ପର୍କକୁ ସ୍ଥାୟୀ କରି ରଖିବାରେ ଅସମର୍ଥ ହୋଇ ଯାଆନ୍ତି ସେତେବେଳେ ତାଙ୍କ ସମ୍ପର୍କ ରେ ଫାଟ ସୃଷ୍ଟି ହୋଇଥାଏ l ଆଜିର ଯୁବପିଢ଼ି ସେହିଭଳି ଗୋଟିଏ ସମୟରେ ଚାଲିଛନ୍ତି l ଯେଉଁଠାରେ ସମ୍ପର୍କ ଯେତେ ଶୀଘ୍ର ତିଆରି ହୋଇଥାଏ ସେତେ ଶୀଘ୍ର…