କାହିଁକି କରାଯାଏ ଦେବାଦେବୀଙ୍କ ମନ୍ଦିରରେ ପରିକ୍ରମା ଓ ଏହାର ବିଧି ଜାଣିବା
ହିନ୍ଦୁଧର୍ମରେ ଦେବାଦେବୀଙ୍କ ପୂଜା ତାଙ୍କୁ ସ୍ନାନ କରାଇବା, ବସ୍ତ୍ର ପିନ୍ଧାଇବା, ଶୃଙ୍ଗାର କରାଇବା, ଧୂପ-ଦୀପ-ଭୋଗ ଲଗାଇବା ବ୍ୟତୀତ ପରିକ୍ରମା କରିବା ମଧ୍ୟ ପୂଜନ ର ଗୋଟିଏ ମହତ୍ୱପୂର୍ଣ୍ଣ ଅଂଶ ଅଟେ l ସନାତନ ଧର୍ମର ମାନ୍ୟତା ଅନୁସାରେ ମନ୍ଦିର କିମ୍ବା ଭଗବାନ ଙ୍କ ପ୍ରତିମାର ପରିକ୍ରମା…