କାହିଁକି ଡେଲିଭରୀ ପରେ ମହିଳାଙ୍କର ପେଟ ବଢିଯାଏ ? ଏହାକୁ କିଭଳି କରିବେ ନିୟନ୍ତ୍ରଣ
ଡେଲିଭରୀ ପରେ ପ୍ରାୟ ମହିଳାଙ୍କର ପେଟ ଆକାର ବଢ଼ିରହିଥାଏ। ସିଜେରିଆନ ଡେଲିଭରୀରେ ଏହି କେସ୍ ଅଧିକ ଦେଖିବାକୁ ମିଳିଥାଏ। ସିଜେରିଆନ୍ କେସରେ ପ୍ରାୟ ୮୦ ପ୍ରତିଶତ ମହିଳାଙ୍କା ଓଜନ ବଢ଼ିବାର ଆଶଙ୍କା ରହିଥାଏ। ଏକ୍ସପର୍ଟ ମାନେ କୁହନ୍ତି ଯେ ସିଜେରିଆନ ଡେଲିଭରୀ ପରେ ପେଟ ବଢ଼ିବାର ଅନେକ କାରଣ…