କାହିଁକି ଗାଡ଼ିରେ ବସିଲେ ଆସିଥାଏ ନିଦ ?
ଆପଣ ନିଶ୍ଚୟ ଦେଖିଥିବେଯେ, ଯେତେବେଳେ ଆମେ କୌଣସି ସ୍ଥାନକୁ ଯାତ୍ରା କରୁ । ଆମେ ଗାଡ଼ିରେ ବସିବା ମାତ୍ରେ ନିଦ ଲାଗିଥାଏ । ଆପଣ କେବେ ଚିନ୍ତା କରିଛନ୍ତି କି ଏହା କାହିଁକି ଘଟେ? ତେବେ ଆସନ୍ତୁ ଏହା ପଛର କାରଣ ବିଷୟରେ ଜାଣିବା । ଏହି ବିଷୟରେ ଅନୁସନ୍ଧାନରେ ଅନେକ ଜିନିଷ ସାମ୍ନାକୁ ଆସିଛି ।…