କାହିଁକି ଆମ ଆଖିରୁ ଲୁହ ବାହାରେ ?
ଗବେଷକ ମାନେ ନିକଟରେ ଚକ୍ଷୁ ରୁ ଲୁହ ବୋହିବାକୁ ନେଇ ଗୋଟିଏ ଗବେଷଣା କରିଥିଲେ । ଯେଉଁଥିରେ କିଛି ମହିଳା , କିଛି ପୁରୁଷ ଓ କିଛି ଛୋଟ ପିଲାଙ୍କୁ ନେଇ ହୋଇଥିଲା । ଏଥିରେ ମଣିଷ ମାନେ କାନ୍ଦିବା ଦ୍ଵାରା ତାଙ୍କର କଣ କ୍ଷତି ଓ କଣ ଲାଭ ହୋଇଥାଏ ସେହି ବିଷୟରେ ଅନୁଧ୍ୟାନ କରାଯାଇ ଥିଲା । ବିଶେଷ…