କେଉଁମାନଙ୍କର ଚରଣ ସ୍ପର୍ଶ କରି ଆଶୀର୍ବାଦ ନେବା ଉଚିତ ଓ କାହାର ନୁହେଁ; ଏହାର ପ୍ରକ୍ରିୟା ନିୟମ କ’ଣ ରହିଛି ?
ହିନ୍ଦୁ ଧର୍ମରେ ଗୁରୁଜନ ମାନଙ୍କର ଚରଣ ସ୍ପର୍ଶ କରି ଆଶୀର୍ବାଦ ନେବାକୁ ଗୋଟିଏ ଭଲ ସଂସ୍କାର ଭାବରେ ଗ୍ରହଣ କରାଯାଇ ଥାଏ l ଚରଣ ସ୍ପର୍ଶ କରିବା ଦ୍ୱାରା ମଣିଷ ଅନେକ ଲାଭ ପ୍ରାପ୍ତ କରିଥାଏ l ଗୁରୁଜନ ମାନଙ୍କର ଆଶୀର୍ବାଦ ଗ୍ରହଣ କରିବାତ ଖୁବ ଶୁଭ ହୋଇଥାଏ, କିନ୍ତୁ ଭାରତର ଅନେକ ରାଜ୍ୟରେ ସାନ…