କାହାକୁ ମିଳିବ କଂଗ୍ରେସର ଅଧ୍ୟକ୍ଷ ପଦ, ଚର୍ଚ୍ଚାରେ ୪ ସଦସ୍ୟ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୨୦୧୯ ସାଧାରଣ ନିର୍ବାଚନରେ ସାରା ଦେଶରେ କଂଗ୍ରେସର ଶୋଚନୀୟ ପରାଜୟ ପାଇଁ ନିଜକୁ ଦାୟୀ କରି ଅଧ୍ୟକ୍ଷ ପଦ ଛାଡ଼ିବାକୁ ଜିଦ୍ ଧରିଛନ୍ତି ରାହୁଲ ଗାନ୍ଧୀ । ନିର୍ବାଚନ ରେଜଲ୍ଟ ବାହାରିବା ପରେ ରାହୁଲ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପାଇଁ ଅଡ଼ି ବସିଥିବା ବେଳେ ଦଳର ବହୁ…