Browsing Tag

who was rescued from Astarang after Paradip

ପାରାଦୀପ ପରେ ଅସ୍ତରଙ୍ଗରୁ ଉଦ୍ଧାର ହୋଇଥିବା ସନ୍ଦିଗ୍ଧ ପାରାକୁ ନେଇ ବଢ଼ିଲା ସନ୍ଦେହ

ପୁଣି ଏକ ସନ୍ଦିଗ୍ଧ ପାରା ଧରାପଡ଼ିବା ପରେ ଏହାକୁ ନେଇ ସାରା ଓଡ଼ିଶାରେ ଚର୍ଚ୍ଚା ବଢ଼ିଛି । ପୁରୀ ଜିଲ୍ଲା ଅସ୍ତରଙ୍ଗ ସାମୁଦ୍ରିକ ଥାନା ଅଧୀନରେ ଥିବା ନାନପୁର ପତିସାହିରୁ ଉଦ୍ଧାର ହୋଇଛି ଏକ ସନ୍ଦିଗ୍ଧ ପାରା । ଗାଁର ଜଣେ ବ୍ୟକ୍ତି କିଛି ପାରା ପୋଷି ଥିବା ବେଳେ ସନ୍ଦିଗ୍ଧ ପାରାଟି ପ୍ରାୟ ୧୦…