କେଉଁ ଦିଗକୁ ଗୋଡ କରି ଶୋଇବା ଶୁଭ ? ବାସ୍ତୁଶାସ୍ତ୍ର କ’ଣ କହେ
ବାସ୍ତୁ ଶାସ୍ତ୍ରରେ ଦିଗ ଗୁଡ଼ିକର ବିଶେଷ ଗୁରୁତ୍ୱ ଦିଆଯାଇଛି । ବାସ୍ତୁରେ, ଘରର ଜିନିଷଗୁଡ଼ିକୁ ସଠିକ୍ ଦିଗରେ ରଖିବା ସହିତ ଖାଇବା ଓ ଶୋଇବାର ଦିଗ ମଧ୍ୟ ଉଲ୍ଲେଖ କରାଯାଇଛି । ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଯେତେବେଳେ ଜଣେ ବ୍ୟକ୍ତି ଭୁଲ୍ ଦିଗକୁ ଗୋଡ ଲମ୍ବାଈ ଶୋଇଥାଏ, ସେତେବେଳେ ତାଙ୍କ…