ଓଡିଶାର କେଉଁଠି ମିଳିବ କୋରୋନା ଔଷଧ, ପଢନ୍ତୁ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡିଶାରେ ମିଳିବ କୋରୋନା ଔଷଧ । ବଜାରରେ ଖୁବଶୀଘ୍ର ବିକ୍ରି ହେବ ଫାଭିପିରାଭିର ଟାବଲେଟ ଓ ରେମଡେସିଭିର ଇଞ୍ଜେକସନ୍ । ଏନେଇ ରାଜ୍ୟକୁ ଅନୁମତି ଦେଇଛି ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ । କେନ୍ଦ୍ରର ଅନୁମତିକୁ ଭୁବନେଶ୍ବର ଡ୍ରଗ୍ସଷ୍ଟିକ ସଂଘ ସ୍ବାଗତ କରିଛି…