କୁଆଡ଼େ ଗଲା ଦୁଇ ଗୁଣ ଏମଏସପି କହି ରାଇଘରରେ କେନ୍ଦ୍ରକୁ ପ୍ରଶ୍ନ କଲେ ନବୀନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନିର୍ବାଚନ ପ୍ରଚାର ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବରଙ୍ଗପୁର ଗ୍ରସ୍ତ କରିଛନ୍ତି । ନବରଙ୍ଗପୁର ରାଇଘରରେ ନିର୍ବାଚନୀ ସଭାରେ ଆୟୋଜନ କରାଯାଇଥିଲା ।
ଏହି ସଭାରେ ମୁଖ୍ୟମନ୍ତ୍ରୀ କହିଥିଲେ, ବିଜେଡି ଇସ୍ତାହାରରେ ଚାଷୀଙ୍କୁ ପ୍ରାଥମିକତା ଦିଆଯାଇଛି ।…