ଧର୍ମଶାଳା ଆରୁହା ପାହାଡ଼ ଲିଜ ଧାରୀଙ୍କ ସହ ଲିକୁ ସାହୁଙ୍କ ସମ୍ପର୍କ କଣ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଧର୍ମଶାଳା ଆରୁହା ପାହାଡ଼ରେ ବେଆଇନ ଖନନ ଉପରେ କାର୍ଯ୍ୟାନୁଷ୍ଠାନ । ଲୋକଙ୍କ ଚାପରେ ହେଲା ଆକ୍ସନ । ଲୁଟ ହେଇଥିଲା କୋଟି କୋଟି ଟଙ୍କା । ବିଜେପି ନେତ୍ରୀ ସ୍ମୃତିରେଖା ପହି ଦିବାରାତ୍ର ବସି ଧାରଣା ଦେଇ ପ୍ରତିବାଦ କରିଥିଲେ । ରେଡ଼ କରିବାକୁ ପ୍ରଶାସନ ବାଧ୍ୟ ହୋଇଥିଲା…