Browsing Tag

What is the reason for the lack of sleep?

କମ୍ ପରିମାଣରେ ନିଦ ହେବାର କାରଣ କ’ଣ?

ଗୋଟେ ସୁସ୍ଥ ଜୀବନ ଶୈଳୀ ପାଇଁ ପର୍ଯ୍ୟାପ୍ତ ପରିମାଣରେ ନିଦ ନିହାତି ଜରୁରୀ ହୋଇଥାଏ । ଡାକ୍ତର ମାନେ ବି ଦିନକୁ ଅତି କମରେ ୭ ରୁ ୮ ଘଣ୍ଟା ଶୋଇବାକୁ ପରାମର୍ଶ ଦେଇଥାନ୍ତି । କିନ୍ତୁ ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାଯାଇଛିକି ଦିନକୁ ଯେ କେବଳ ୮ ଘଣ୍ଟାର ନିଦ ଦରକାର ତାହା ନୁହେଁ । ଖୁବ…