Browsing Tag

west Columbia

ଜେଲରେ ଜଳିଗଲେ ୫୧ କଏଦୀ

ଜଳିଗଲେ ୫୧ କଏଦୀ । ପାଖାପାଖି ୨୪ ଜଣ ଗୁରୁତର ହୋଇଥିବା ଜଣାପଡିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ପଶ୍ଚିମ କଲମ୍ବିଆର ତୋଲୁଆ ସହରରେ । ଏହି ସହରରେ ଥିବା ଏକ ଜେଲରେ ଭୟଙ୍କର ଅଗ୍ନିକାଣ୍ଡ ଫଳରେ ୫୧ ଜଣ କଏଦୀ ଜୀବନ୍ତ ଦଗ୍ଧ ହୋଇ ପ୍ରାଣ ହରାଇଥିବାବେଳେ ପାଖାପାଖି ୨୪ ଜଣ କଏଦୀ ଗୁରୁତର ଆହତ…