ଜରୁରୀକାଳିନ ଅବତରଣ କଲା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର
ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ହେଲିକପ୍ଟର ଜରୁରୀକାଳିନ ଅବତରଣ କରିଛି । ଖରାପ ମୌସୁମୀ ଯୋଗୁଁ ହେଲିକପ୍ଟରକୁ ଏମରଜେନ୍ସି ଲାଣ୍ଡିଂ କରିବାକୁ ପଡିଛି । ମମତା ବାନାର୍ଜୀ ଜଲପାଇଗୁଡିରୁ ବାଗଡୋଗରା ଯାଉଥିଲେ । ଏହାରି ମଧ୍ୟରେ ସାଲୁଗାଡା ନିକଟ ଆର୍ମି ଏୟାରବେସରେ…