ଇସ୍ତଫା ଦେଲେ ୱାସିମ୍ ଜାଫର
ପୂର୍ବତନ ଭାରତୀୟ ଟେଷ୍ଟ କ୍ରିକେଟର ୱାସିମ୍ ଜାଫର ଓଡ଼ିଶା ରଣଜୀ ଦଳର ମୁଖ୍ୟ କୋଚ୍ ପଦରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି । ଏହି ପଦ ବଜାୟ ରଖିବା ପାଇଁ ତାଙ୍କ ସହ ବାରମ୍ବାର ଆଲୋଚନା ହୋଇଥିଲା। ଶେଷରେ ତାଙ୍କ ଇସ୍ତଫା ପତ୍ରକୁ ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) ଗ୍ରହଣ କରିଛି। ସେ…