ଅମରେଶଙ୍କ ନେତୃତ୍ୱରେ ଅଭିନବ ଉପାୟରେ ୱାର୍ଡ ନଂ ୪୫ରେ କରୋନା ଯୋଦ୍ଧାଙ୍କୁ ଜଣାଇଲେ ସମ୍ମାନ, ଦେଖନ୍ତୁ ଭିଡ଼ିଓ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକୁ ସମ୍ନାନ ଜଣାଇ କରୋନା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ଭୁବନେଶ୍ୱର ୪୫ନଂ ୱାର୍ଡର ପୂର୍ବତନ କର୍ପୋରେଟର ଅମରେଶ ଜେନା(ବାଇଁଆ)ଙ୍କ ଅନୁରୋଧ କ୍ରମେ ଶତାଧିକ ବିଜେଡ଼ି କର୍ମୀ କଳ୍ପନା ଛକ ଠାରୁ ଝାରପଡା ପର୍ଯ୍ୟନ୍ତ ରାସ୍ତାର ପାର୍ଶ୍ଵରେ ସାମାଜିକ…