ଓଜନ ହ୍ରାସ କରିବାକୁ ଚାଁହୁଛନ୍ତି କି ? ତେବେ ଦିନକୁ କେତେ ପାଣି ପିଇବା ଜରୁରୀ, ଯଦ୍ୱାରା ଓଜନ ହ୍ରାସ କରିବାରେ ମିଳେ…
କରୋନା କାଳ ପରେ, ସ୍ୱାସ୍ଥ୍ୟକୁ ନେଇ ଲୋକଙ୍କ ମଧ୍ୟରେ ଅନେକ ସଚେତନତା ଦେକାଦେଇଛି। ତଥାପି, ଅବହେଳା ଏବଂ ଭୁଲ ବଝାମଣା ଏବେବି ଲୋକଙ୍କ ମନରେ ରହିଛି। ଏପରି ଏକ ଭୁଲ ଧାରଣା ରହିଛି ପାଣିକୁ ନେଇ। ଅଧିକାଂଶ ଲୋକ ବୁଝନ୍ତି ନାହିଁ ଯେ ଗୋଟିଏ ଦିନରେ କେତେ ପାଣି ପିଇବା ଉଚିତ୍। ତେଣୁ, ଯେତେବେଳେ…