ଭୋଟ ଗଣତି ବେଳେ ଉତ୍ତେଜନା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ଭୋଟ ଗଣତି ଚାଲୁଥିଵା ବେଳେ ଉତ୍ତେଜନା ଦେଖା ହୋଇଛି । ମୟୁରଭଞ୍ଜ ଜିଲ୍ଲା ଶୁଳିଆପଡ଼ା ବ୍ଲକର ୫୩ ନମ୍ବର ଜୋନ୍ର ଭୋଟ ଗଣତିକୁ ନେଇ ଉତ୍ତେଜନା ଲାଗି ରହିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସ୍ଥିତି ନିଅନ୍ତ୍ରଣ କରିଥିଲା ।
ସୂଚନା ଥାଉ କି , ସାଉଣ୍ଡ ସିଷ୍ଟମକୁ…