ନିୟମିତ ଦରମା, ଦରମା ବୃଦ୍ଧି ଓ ଚାକିରୀର ସୁରକ୍ଷା ନେଇ ଧନ୍ଦାମୂଳକ ଶିକ୍ଷକ ସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଧନ୍ଦାମୂଳକ ଶିକ୍ଷକ ପକ୍ଷରୁ ଭୁବନେଶ୍ୱରସ୍ଥିତ ଉତ୍କଳ ସାମ୍ବାଦିକ ଭବନ ସଭାଗୃହରେ ଏକ ସାମ୍ବାଦିକ ସମ୍ମଳନୀ ଅନୁଷ୍ଠିତ ହୋଇଯାଇଛି । ନିୟମିତ ଦରମା ଓ ଦରମା ବୃଦ୍ଧି ନେଇ ସଂଘର ସଭାପତି ଶ୍ରୀ ସୁନିଲ କୁମାର ଦେବତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାମ୍ବାଦିକ…