Browsing Tag

vk Pandian

BJD BJP Alliance I ଦୁଇଟି କାରଣ ପାଇଁ ହୋଇପାରିଲାନି ମେଣ୍ଟ, ଦେଖନ୍ତୁ ଭିଡ଼ିଓ

ଦୁଇଟି କାରଣ ପାଇଁ ହୋଇପାରିଲାନି ମେଣ୍ଟ, ନୋ କମ୍ପ୍ରମାଇଜ ନୋ ଆଲାଏନ୍ସ, ରାଜ୍ୟରେ ବିଜେପି ଏବଂ ବିଜେଡି ମେଣ୍ଟ ଚର୍ଚ୍ଚା ରେ ପଡିଲା ପୂର୍ଣ୍ଣଛେଦ, ସରିଥିଲା ଆସନ ବୁଝାମଣା, ହେଲେ ଦୁଇଟି କାରଣ ସାଜିଲା କଣ୍ଟା

Odisha Politics I ମେଣ୍ଟ ଆଶାରେ ୯ ରୁ ନାହିଁ ହୋଇଯିବ କଂଗ୍ରେସ, ଦେଖନ୍ତୁ ଭିଡ଼ିଓ

ମେଣ୍ଟ ହେଉ କି ନ ହେଉ, ଫାଇଦା ମାରିପାରିବନି କଂଗ୍ରେସ, ଗୋଦରା କୋଡେ ଯେତେ ମାଡେ ସେତେ । ବିଜେଡ଼ି-ବିଜେପି ବିରୋଧରେ ଲଢିବା ବଦଳରେ କରୁଛି ଟିକେଟ୍ ସେଟିଂ , ଏମିତି ହେଲେ ୯ ବିଧାୟକ ରୁ ହୋଇଯିବ ନାହିଁ ।