ବାଲେଶ୍ୱର ଗସ୍ତର ଦ୍ଵିତୀୟ ଦିନରେ ୫ଟି ସଚିବ; ପରେ ଉତ୍କଳ ବାଳାଶ୍ରମରେ ସାଧାରଣ ଲୋକ ଓ ମିଶନ ଶକ୍ତି ମାଆଙ୍କ ସହିତ କଲେ…
ବାଲେଶ୍ୱର ଗସ୍ତରେ ୫ଟି ସଚିବ ଭି.କେ ପାଣ୍ଡିଆନ। ଆଜି ଦ୍ୱିତୀୟ ଦିନରେ ପ୍ରଥମେ ସେ ଫକୀର ମୋହନଙ୍କ ଜନ୍ମପୀଠ ମଲ୍ଲିକାଶପୁର ଯାଇ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିଛନ୍ତି। ଏହାସହ ଲୋକଙ୍କଠାରୁ ଦାବିପତ୍ର ଗ୍ରହଣ କରିଛନ୍ତି । ଏହାପରେ ବାଲେଶ୍ବର କଲେକ୍ଟରେଟରେ ଥିବା ମିଶନ…