ମେୟର ଙ୍କ ଫଟୋ ହେଲା ଭାଇରାଲ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭାଇରାଲ ହେଲା ମେୟର ଅନନ୍ତ ନାରାୟଣ ଜେନା ଙ୍କ ଫଟୋ ତାହା ପୁଣି କଂଗ୍ରେସ ଚିହ୍ନ ଥିବା ଏକ ପତ୍ରରେ । ସେଥିରେ କଂଗ୍ରେସ ତରଫ ରୁ ମେୟର ଅନନ୍ତ ନାରାୟଣ ଙ୍କୁ ମାନପତ୍ର ପ୍ରଦାନ କରାଯାଇଛି। ସ୍ୱଚ୍ଛତା ସର୍ବେକ୍ଷଣ ରେ ଭୁବନେଶ୍ୱର ୯୪ ସ୍ଥାନରୁ ୨୪୫ ସ୍ଥାନକୁ ଖସି…