ନୀତିବାଣୀ ଶୁଣାଉଥିବା ନେତାଙ୍କ ହାତରେ ମଦ ଗ୍ଲାସ, ଫଟୋ ଭାଇରଲ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସମଗ୍ର ରାଜ୍ୟରେ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ରାଜନୀତି ଜୋର ଧରିବାରେ ଲାଗିଛି । ବରୋଧୀ ଶାସକ ଦଳକୁ ଟାର୍ଗେଟ କରୁଥିବାବେଳେ ଆଜି ଏକ ନେତାଙ୍କ ଫଟୋ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଫଟୋରେ ନେତା ଜଣକ ସର୍ବସାଧାରଣ ଓ ଖୋଲା ସ୍ଥାନରେ ଗୋଟିଏ ହାତରେ ମଦ…