Browsing Tag

Violence in Bangladesh; 105 dead

ବାଂଲାଦେଶରେ ହିଂସା; ୧୦୫ ମୃତ, ୨୫୦୦ରୁ ଅଧିକ ଲୋକ ଆହତ

ଚାକିରି ସଂରକ୍ଷଣ ନିଆଁରେ ଜଳୁଛି ବାଂଲାଦେଶ। ଜୁଲାଇ ୧ରୁ ଚାଲିଥିବା ବିକ୍ଷୋଭ ହିଂସାର ରୂପ ନେଇଛି । ଦେଶରେ କୋଟା ବ୍ୟବସ୍ଥାକୁ ବିରୋଧ କରି କର୍ଫ୍ୟୁ ସ୍ଥିତି ଉପୁଜିଛି । ବିକ୍ଷୋଭକାରୀ ଛାତ୍ରଛାତ୍ରୀ ଏବଂ ପୋଲିସ ମୁହାଁମୁହିଁ ହୋଇଛନ୍ତି । ଉଭୟଙ୍କ ସଂଘର୍ଷରେ ୧୦୫ଜଣ ପ୍ରାଣ ହରାଇଥିବା ବେଳେ…