Browsing Tag

Violence before Bijepur bi election

ବିଜେପୁର ଉପନିର୍ବାଚନ ପୂର୍ବରୁ ହିଂସା, ଭୁଜାଲି ଚୋଟ ଖାଇଲେ ବିଜେପି କର୍ମୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜେପୁର ଉପନିର୍ବାଚନ ପୂର୍ବରୁ ହିଂସା । ଦୁର୍ବୃତ୍ତଙ୍କ ଭୁଜାଲି ଚୋଟରେ ବିଜେପି କର୍ମୀ ଆହତ । ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି । ସୂଚନା ଅନୁଯାୟୀ, ବିଜେପୁର ପଡ଼ା ଗ୍ରାମର ମନୋରଞ୍ଜନ ମେହେର ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଛନ୍ତି । ଗତ…