ଭିନି ରମଣ-ମ୍ୟାକ୍ସୱେଲ ବିବାହ ସଂପର୍ଣ୍ଣ
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ଅଲ୍ରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲ ଶୁକ୍ରବାର ଭାରତୀୟ ବଂଶୋଦ୍ଭବ ଭିନି ରମଣଙ୍କୁ ବିବାହ କରିଛନ୍ତି। ସେ ଇନଷ୍ଟାଗ୍ରାମରେ ଏକ ଫଟୋ କ୍ୟାପସନ୍ ‘ଶ୍ରୀ ଏବଂ ଶ୍ରୀମତୀ ମ୍ୟାକ୍ସୱେଲ’ ଲେଖି ପୋଷ୍ଟ୍ କରିଛନ୍ତି ।
ରମଣ ମେଲବୋର୍ଣ୍ଣରେ ଜଣେ ଫାର୍ମାସିଷ୍ଟ ଭାବେ…