ଡାକ୍ତରଙ୍କ ଘରୁ ଭିଜିଲାନ୍ସ କାଢିଲା ୧ କୋଟି ୧୨ ଲକ୍ଷ ଟଙ୍କା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ସଂଧ୍ୟାରେ ଡାକ୍ତର ସୁକାନ୍ତ ଜେନାଙ୍କ ଘରେ ଭିଜିଲାନ୍ସ ରେଡ କରିଛି । ଡାକ୍ତର ସୁକାନ୍ତ ରୋଗୀଙ୍କ ଠାରୁ ଅପରେସନ୍ ପାଇଁ ଆଠ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଢିଥିଲେ ଓ ଏହା ପରେ ଭୁବନେଶ୍ୱର ସ୍ଥିତ ପଟିଆରେ ଥିବା ବାସ ଭବନରେ…