ବିଜୟ ମାଲ୍ୟାଙ୍କୁ ଝଟକା, ଜବତ ହେବ ସମ୍ପତ୍ତି
ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ସୁପ୍ରିମକୋର୍ଟରୁ ଲାଗିଲା ବଡ ଝଟକା। ସଂପତ୍ତି ଜବତ ନେଇ ମୁମ୍ବାଇ ଅଦାଲତ ଦେଇଥିବା ରାୟକୁ କାଏମ ରଖିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଏଥିସହ ମୁମ୍ବାଇ ଅଦାଲତଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଦାୟର ଯାଚିକାକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ଏହା ପରେ…