ବିଦୁର ନୀତି:ଏହି ୩ଟି ଖରାପ ଅଭ୍ୟାସ ଥିବା ବ୍ୟକ୍ତି ଘରେ ଓ ବାହାରେ ସମ୍ମାନ ହରାଇଥାନ୍ତି
ବ୍ୟକ୍ତିକୁ ସର୍ବଦା ଏପରି କାର୍ଯ୍ୟ କରିବା ଆବଶ୍ୟକ ଯାହାଦ୍ୱାରା ତାକୁ ପ୍ରଶଂସା ଓ ସମ୍ମାନ ମିଳିବା ଆବଶ୍ୟକ l ମଣିଷ ସବୁବେଳେ ନିଜର ଗୁଣ ଓ ବ୍ୟକ୍ତିତ୍ୱ କୁ ନେଇ ପ୍ରସିଦ୍ଧ ହୋଇଥାଏ l ଯେଉଁ ମଣିଷ ନିଜର ଖରାପ ଓ ଭଲ ଗୁଣକୁ ତ୍ୟାଗ କରିଥାଏ ସେ ସବୁବେଳେ ସବୁ ସ୍ଥାନରେ ସମ୍ମାନ ର ହକଦାର ହୋଇଥାଏ…