ଲାଇଭ୍ ଟିଭି ଶୋ’ରେ ମାରପିଟ ହୋଇଗଲେ ଦୁଇ ପାକିସ୍ତାନୀ ନେତା; ଦେଖନ୍ତୁ ଭିଡିଓ
ପାକିସ୍ତାନର ଏକ ଟେଲିଭିଜନ୍ ଚାନେଲ୍ରେ ରାଜନୈତିକ ବିତର୍କ ସୋ'ରେ ଅଂଶ ଗ୍ରହଣ କରିଥିବା ଦୁଇଜଣ ନେତା ଉତ୍କ୍ଷିପ୍ତ ହୋଇ ହଠାତ୍ ମାରଧର କରିବାରୁ ବଡ଼ ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି ହୋଇଥିବା କଥା କେତେକ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।…