ହସ୍ପିଟାଲରେ ଭର୍ତ୍ତିହେଲେ ଭେଟେରାନ ଅଭିନେତ୍ରୀ ତନୁଜା
ବଲିଉଡର ଜଣାଶୁଣା ଅଭିନେତ୍ରୀ ତଥା ଅଭିନେତ୍ରୀ କାଜୋଲଙ୍କ ମାଆ ତନୁଜା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ବୟସାଧିକ କାରଣରୁ ସେ ଅସୁସ୍ଥ ହୋଇ ପଡ଼ିଛନ୍ତି । ହଠାତ ଅସୁସ୍ଥ ହୋଇ ପଡ଼ିଥିବାବେଳେ ତାଙ୍କୁ ମୁମ୍ବାଇର ଏକ ଘରୋଇ ହସ୍ପିଟାଲର ଚିକତ୍ସିତ ହେଉଛନ୍ତି । ସେ ଏବେ ଆଇସିୟୁରେ ରହିଥିବା…