ବଣିକ ଶିକ୍ଷାନୁଷ୍ଠାନର ସ୍ୱାସ୍ଥ୍ୟସେବା ଅଭିଯାନ
ଭୁବନେଶ୍ୱର( ଓଡିଶା ଫାଷ୍ଟ ବ୍ୟୁରୋ): କେବଳ ଶିକ୍ଷାଦାନ ନୁହେଁ । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମଧ୍ୟ ଆଗକୁ ଆସିଛି ବଣିକ ଶିକ୍ଷାନୁଷ୍ଠାନ । ଏହାର ପ୍ରତିଷ୍ଠାତା ସୁବ୍ରତ କୁମାର ଛାଟୋଇଙ୍କ ସାହାଯ୍ୟ ଓ ସହଯୋଗରେ ଆରମ୍ଭ ହୋଇଥିବା ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟସେବା ଶିବିରକୁ…