Browsing Tag

Vagitable

କଖାରୁରେ ରହିଛି ଅନେକ ସୁଗୁଣ, ଦୈନିକ ଖାଆନ୍ତୁ ଓ ରୋଗକୁ ଦୂରେଇ ଦିଅନ୍ତୁ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପାରିବା ଏକ ପ୍ରକୃତିଦତ ଫଳ। ସେଥିମଧ୍ୟରୁ କଖାରୁ ଅନ୍ୟତମ। ଏଥିରେ କିଛି ଏଭଳି ପୋଷାକ ତତ୍ଵ ମିଳିଥାଏ ଯାହା ଆଉ ଅନ୍ୟ କୌଣସି ପରିବାରୁ ମିଳେ ନାହିଁ । ହୃଦୟ ରୋଗରେ ଅତ୍ୟଧିକ ଲାଭ କାରୀ ଅଟେ ଏହି କଖାରୁ । ଏହା ସହ ପେଟ ସମ୍ବନ୍ଧିତ ଅନେକ ସମସ୍ୟାରୁ ମଧ୍ୟ ମୁକ୍ତି…