କରୋନା ତୃତୀୟ ଲହରରୁ ପିଲାଙ୍କୁ ରକ୍ଷା କରିବାକୁ ଫ୍ଲୁ ଭ୍ୟାକ୍ସିନେସନ୍ ଜରୁରୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ସଂକ୍ରମଣର ପ୍ରଥମ ଏବଂ ଦ୍ୱିତୀୟ ଲହର ଆମଠାରୁ ଆମ ପ୍ରିୟଜନଙ୍କୁ ଛଡାଇ ନେଇଛି । ବିଶେଷଜ୍ଞଙ୍କ ମତ ଅନୁଯାୟୀ ଏହାର ତୃତୀୟ ଲହର ମଧ୍ୟ ଆସିବ ଯାହାକି ଛୋଟ ପିଲାମାନଙ୍କ ଉପରେ ଅଧିକ ପ୍ରଭାବ ପକାଇବ । ଯାହାକି ପିତାମାତା, ରୋଗ ବିଶେଷଜ୍ଞ ଏବଂ ମେଡିକାଲ୍…