Browsing Tag

Uttarkhand

ଗଭୀର ଖାତକୁ ଖସିଲା ବସ୍, ୨୬ ମୃତ

ନୂଆଦିଲ୍ଲୀ : ଉତ୍ତରାଖଣ୍ଡରେ ମର୍ମନ୍ତୁଦ ବସ ଦୁର୍ଘଟଣା ଘଟିଛି । ଯମୁନା ଘାଟିରେ ଗଭୀର ଖାତକୁ ବସ ଖସିପଡିବାରୁ ଏଥିରେ ୨୬ ଜଣଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଅନୁମାନ କରାଯାଉଛି । ବସଟି ପ୍ରାୟ ୨୦୦ ଫୁଟ୍ ଗଭୀର ଖାତକୁ ଖସିପଡିଛି । ସୂଚନା ମିଳିବା ପରେ ଘଟଣା…