ଆମେରିକା ବଢ଼ାଇଲା ଛାତ୍ର ଓ ପର୍ଯ୍ୟଟକ ଭିସା ଶୁଳ୍କ
ଆମେରିକା ଯିବାକୁ ଯୋଜନା କରୁଥିବା ଲୋକଙ୍କ ପାଇଁ ନୈରାଶ୍ୟଜନକ ଖବର। ଆମେରିକାର ବୈଦେଶିକ ବିଭାଗ ଭିସା ଆବେଦନ ଶୁଳ୍କ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। କିଛି ଅଣ-ପ୍ରବାସୀ ଭିସା ଉପରେ ଏହି ଶୁଳ୍କ ବୃଦ୍ଧି କରାଯାଇଛି। ବୈଦେଶିକ ବିଭାଗର ଏହି ନିଷ୍ପତ୍ତି ଦ୍ୱାରା ଭାରତୀୟ ଛାତ୍ର ଏବଂ…