ପୋଲିସ କନଷ୍ଟେବଳ ଆଡମିଟ କାର୍ଡରେ ସନ୍ନି ଲିଓନିଙ୍କ ଫଟୋ
ପର୍ଣ୍ଣଷ୍ଟାର ସନ୍ନି ଲିଓନି ପୋଲିସ କନଷ୍ଟେବଳ ପ୍ରାର୍ଥୀ। କଥାଟି ନିଶ୍ଚୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବ। ହେଲେ ସନ୍ନିଙ୍କ ଫଟୋ ଲାଗିଥିବା ଆଡମିଟ କାର୍ଡ ଭାଇରାଲ ହେବା ପରେ ଏପରି କିଛି ଚର୍ଚ୍ଚା ଜୋର ଧରିଛି। ବାସ୍ତବ କଥା କିନ୍ତୁ ଅଲଗା। ଉତ୍ତରପ୍ରଦେଶରେ ପୋଲିସ କନଷ୍ଟେବଳ ପରୀକ୍ଷାକୁ ନେଇ…